Advertisment

ସାଙ୍ଗ ମୁଁ ବଞ୍ଚିଛି, ତୋର କିଛି ହେବନି

ନିସ୍ତବ୍ଧ ରାତିର କିଟିକିଟି ଅନ୍ଧାର ଭିତରେ ସାରା ସହର ନିଦରେ ସୋଇପଡିଥାଏ, ଠିକ ସେତିକିବେଳେ କିଛି ଏମିତି କହି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁ ଟଲିରେ ପକାଇ ଟାଣି ଟାଣି ଡାକ୍ତରଖାନା ନେଇଯାଉଥାନ୍ତି ଆଉ ଜଣେ ବୃଦ୍ଧ।

Advertisment

ନିସ୍ତବ୍ଧ ରାତିର କିଟିକିଟି ଅନ୍ଧାର ଭିତରେ ସାରା ସହର ନିଦରେ ଶୋଇପଡିଥାଏ, ଠିକ ସେତିକିବେଳେ କିଛି ଏମିତି କହି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁ ଟ୍ରଲିରେ ପକାଇ ଟାଣି ଟାଣି ଡାକ୍ତରଖାନା ନେଇଯାଉଥାନ୍ତି ଆଉ ଜଣେ ବୃଦ୍ଧ। ପୁରୀରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା କାହାଣୀକୁ ନେଇ ଏବେ ସହରରେ ଜୋରଦାର ଆଲୋଚନା। ଦୁଇ ବନ୍ଧୁ ହେଉଛନ୍ତି ଦେବେନ୍ଦ୍ରନାଥ ପାରମାଣିକ ଓ ଚୈତନ୍ୟ ଦାସ୍‌ । ଉଭୟଙ୍କ ମଧ୍ୟରେ ସଂପର୍କ ଖୁବ କମ୍‌ ଦିନର। ହେଲେ ଭାରି ନିବିଡ଼। ସେଇଥି ଲାଗି ତ ସାଙ୍ଗର ଦେହ ଖରାପ କଥା ଶୁଣିବା ମାତ୍ରେ ଟ୍ରଲିରେ ସାଙ୍ଗକୁ ବୋହି ନେଲେ ମେଡ଼ିକାଲ। 

Advertisment
Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe