ନବ ଦାସଙ୍କ ମୃତ୍ୟୁ: ନିର୍ବାଚନ କମିଶନଙ୍କୁ ଅବଗତ କଲେ ବିଧାନସଭା ସଚିବ

ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦସ୍ତଖତରେ ଜାରି ଏହି ବିଜ୍ଞପ୍ତି ସମ୍ପର୍କରେ ନିର୍ବାଚନ କମିଶନଙ୍କ ସମେତ ରାଜ୍ୟସଭା ଓ ଲୋକସଭା ସଚିବାଳୟ, ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ, ଭାରତ ସରକାରଙ୍କ ଗୃହ ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସହ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଶ୍ରୀ ଦାସଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଛି ।

loka seva bhawan odisha PhotoOR

ଲୋକସେବା ଭବନ

Ordigital Desk
  • Published: Tuesday, 31 January 2023
  • Updated: 31 January 2023, 05:42 PM IST

ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି ମାଡ଼ରେ ନିହତ ହେବାପରେ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟସଭା, ଲୋକସଭା, ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଓଡ଼ିଶା ବିଧାନସଭାର ସଦସ୍ୟ ନବ କିଶୋର ଦାସଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ବାଚସ୍ପତି ଘୋଷଣା କରିଛନ୍ତି । ଶ୍ରୀ ଦାସ ୨୦୨୩ ଜାନୁୟାରୀ ୨୯ତାରିଖ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ବିଧାନସଭାରେ ଗୋଟିଏ ଆସନ ଖାଲି ପଡ଼ିଛି ।

Also Read

ସୂଚନାଯୋଗ୍ୟ, ରାଜ୍ୟରେ ୨୦୨୪ ଫେବୃୟାରୀ-ମାର୍ଚ୍ଚ ମାସରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଶ୍ରୀ ଦାସଙ୍କ ମୃତ୍ୟୁ ଯୋଗୁ ଖାଲି ପଡ଼ୁଥିବା ବିଧାନସଭା ଆସନରେ ଏକ ଉପନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ଦାସ ଝାରସୁଗୁଡ଼ା ଆସନରୁ ୨୦୦୯ରୁ କ୍ରମାଗତ ବିଜୟୀ ହୋଇ ଆସୁଥିଲେ ।

ରିପୋର୍ଟ ଭୁବନେଶ୍ୱରରୁ ପ୍ରକାଶ ସେଠୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story