Advertisment

ନବ କଲେନି ବୋଲି ପାନେ ଦେବେ ଭୋଟର!

ନବ ବିଧାୟକ ଥିବା ବେଳେ ଖୋଳିପାରିଲେନି ପୋଖରୀ। ଏଥର ଉପ ନିର୍ବାଚନରେ ପାନେ ଦେବାକୁ ଲୋକଙ୍କ ଚେତାବନୀ। ବିଧାୟକ ଥିବା ବେଳେ ବୋଧେ ନବ ବାବୁ ଭୁଲି ଯାଇଥିଲେ ଲୋକଙ୍କ ସମସ୍ୟାକୁ। ଆଉ ଏବେ ଲୋକେ ଅଣ୍ଟା ଭିଡିଛନ୍ତି ପାନେ ଦେବାକୁ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ଗ୍ରାମପଂଚାୟତର ତପଗୁଂଜାର ଭେଲୁଆଁପଡାରେ ରୁହନ୍ତି ୨୮ରୁ ୩୦ ପରିବାର। ପଡ଼ାବାସୀଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଥିବା ବେଳେ ଗାଧୋଇବା ପାଇଁ ବନ୍ଧ କି ପୋଖରୀ ନଥିବାରୁ ଲୋକମାନେ ଗାଧୋଇବାକୁ ବର୍ଷକୁ ତିନି ହଜାର ଟଙ୍କା ଦେଇ ପାଣି କିଣୁଛନ୍ତି।

Odisha Naba Das Water Problem Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe