Advertisment

କାହାଣୀ ରେଡି, ପୋଲିସ କରିବ ପ୍ରେସମିଟ୍?

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳିମାରି ହତ୍ୟାକଲା ଗୋପାଳ ଦାସ। ଗୋପାଳ ପଛରେ ଅଛି କି କେଉଁ ବଡ଼ ମୁଣ୍ଡ। ନା ନିଜେ କୌଣସି ଅପମାନର ବଦଲା ନେବା ପାଇଁ ଗୋପାଳ ମାରିଛି ନବଙ୍କୁ। କେବେଠାରୁ କରିଥିଲା ଏତେ ବଡ଼ ଯୋଜନା? ହତ୍ୟା ଉଦ୍ଦେଶ୍ୟରେ କଣ ବାରମ୍ବାର ଯାଉଥିଲା ନବଙ୍କ ଘରକୁ? ହତ୍ୟାକାଣ୍ଡ ଘଟାଇବା ପାଇଁ କାହିଁକି ବାଛିଲା ଏକ ଜନଗହଳିପୂର୍ଣ୍ଣ ରାସ୍ତା? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ସମସ୍ତଙ୍କ ମନରେ। ନବ ଦାସଙ୍କ ଦାଦା ଟପ ଲେବଲ ଷଡ଼ଯନ୍ତ୍ର ଥିବା କଥା କହିବା ପରେ ଏଥିରେ କେଉଁ କେଉଁ ବ୍ୟକ୍ତିମାନ ସଂପୃକ୍ତ ଅଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

author-image
Debendra Prusty

Odisha Odisha Police Naveen Patnaik Crime Naba Das