ଶୋକ ସଭାରେ କର୍ମୀ ଉଠାଇଲେ ସିବିଆଇ ତଦନ୍ତ | Odisha Reporter
ଶୋକସଭାରେ ପୋଲିସର ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜନତା। କହିଲେ ପୋଲିସ୍ ମାରିଛି ପୋଲିସ କରୁଛି ତଦନ୍ତ। ନାଟକ ବନ୍ଦ କର ଦୋଷୀଙ୍କୁ ଧର। ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ। କର୍ମୀ କହିଲେ ତୁରନ୍ତ ସିବିଆଇକୁ ଦିଅ ତଦନ୍ତ ଭାର।
Advertisment
ଶୋକ ସଭାରେ କର୍ମୀ ଉଠାଇଲେ ସିବିଆଇ ତଦନ୍ତ | Odisha Reporter