Advertisment

ନବ ଲିଗାସି ନା ନବୀନ ଲିଗାସି?

ଝାରସୁଗୁଡ଼ାର ବିକାଶ ଲାଗି ନବ ଲିଗାସି ଗୁରୁତ୍ୱପୂର୍ଣ୍ଣ ନା ନବୀନ ଲିଗାସି? ଆଗରୁ ଦିପାଳୀ କହୁଥିଲେ ନବ ଲିଗାସିର କଥା। ଏବେ କହୁଛନ୍ତି ନବ ନୁହେଁ ନବୀନଙ୍କ ବିକାଶର କଥା। ବିରୋଧୀ କହିଲେ ଝାରସୁଗୁଡ଼ାରେ ନବଙ୍କ ବିକାଶ ପ୍ରବଳ ଅଞ୍ଚଳ ବିକାଶ ଦୁର୍ବଳ। ଦିପାଳୀ କହିଲେ ସକାଳୁ ଉଠ ପାଣି ପିଅ ଦେଖ କଣ ହୋଇଛି ବିକାଶ।

Odisha BjD Bjp Congress Naveen Patnaik Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe