‘କାଲି ବନ୍ଦ କରିବୁ, ଓହରିବୁନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ୨୧ ତାରିଖରେ ଦେଇଥିବା ବନ୍ଦ ଡାକରାରୁ ଓହରିବନି ନବ ନିର୍ମାଣ କୃଷକ ସଂଗଠନ। ସରକାର ଧମକ ସତ୍ତ୍ୱେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ଆଜି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏ କଥା କହିଛନ୍ତି। ସେ କହିଛନ୍ତି, “ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ବାଦ୍ ଦିଆଯିବ। ବନ୍ଦ ଯୋଗୁ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ସେଭଳି କିଛି ଅସୁବିଧା ହେବନି।” କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାକୁ ବିଜେପି […]

farmer

farmer

Rakesh Mallick
  • Published: Wednesday, 20 February 2019
  • Updated: 20 February 2019, 02:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ୨୧ ତାରିଖରେ ଦେଇଥିବା ବନ୍ଦ ଡାକରାରୁ ଓହରିବନି ନବ ନିର୍ମାଣ କୃଷକ ସଂଗଠନ। ସରକାର ଧମକ ସତ୍ତ୍ୱେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ଆଜି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏ କଥା କହିଛନ୍ତି।

ସେ କହିଛନ୍ତି, “ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ବାଦ୍ ଦିଆଯିବ। ବନ୍ଦ ଯୋଗୁ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ସେଭଳି କିଛି ଅସୁବିଧା ହେବନି।”

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାକୁ ବିଜେପି କୃଷକ ମୋର୍ଚ୍ଚା ସମର୍ଥନ ଜଣାଇଛି। ଦଳର କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି, “ସରକାର ଚାଷୀଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ଆମେ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛୁ। ଚାଷୀ ସନ୍ତ୍ରାସବାଦୀ ନୁହନ୍ତି ଯେ ନିୟନ୍ତ୍ରଣ ବାହାରକୁ ଚାଲି ଯିବେ।”

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, “କୃଷକମାନଙ୍କ ପାଇଁ ଆମେ ବ୍ୟାପକ ପଦକ୍ଷେପ ନେଇଛୁ। ଆଶା କରିଥିଲୁ ସେମାନେ ସହଯୋଗ କରିବେ। କିନ୍ତୁ ଏକପାଖିଆ ଭାବେ ନବ ନିର୍ମାଣ କୃଷକ ସଂଗଠନର ସାଥୀମାନେ ଆନ୍ଦୋଳନକୁ ଜାରି ରଖିଛନ୍ତି। ଆଗକୁ ମାଟ୍ରିକ ପରୀକ୍ଷା ରହିଛି। ଏପରି ସ୍ଥିତିରେ ଆନ୍ଦୋଳନ ସାଧାରଣ ଜନଜୀବନ ଓ ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିବ। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଯେତେ କହିଲେ ବି ଏହା ଲୋକଙ୍କୁ ପ୍ରଭାବିତ କରିବ।”

ସୂଚନାଯୋଗ୍ୟ, ‘ଗଣତନ୍ତ୍ର ବଞ୍ଚାଅ, ଚାଷୀ ବଞ୍ଚାଅ’ ଆହ୍ୱାନ ଦେଇ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି।

ସଂଗଠନ ପକ୍ଷରୁ କୁହାଯାଇଛି, “ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନାହିଁ। ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ୍‌ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଉଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ଛଡ଼ାଇ ନେଇଛନ୍ତି ସରକାର।”

ଏହାସହ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଧାନ ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବଢ଼ାଇବା ଓ ଚାଷୀଙ୍କୁ ପେନସନ ପାଇଁ ଅର୍ଥ ବରାଦ କରିବାକୁ ସଂଗଠନ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story