ନବ ନିର୍ମାଣ କୃଷକ ସଙ୍ଗଠନର ରେଳରୋକ

ଯାଜପୁର (ଗୁଲାମ ଗୋସ୍‌): ଯାଜପୁର ଜିଲ୍ଲା ଗଡ଼ମଧୁପୁର ରେଳ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ରେଳରୋକ କରାଯାଇଥିଲା। ସଙ୍ଗଠନର ବହୁ ମହିଳା ଓ ପୁରୁଷ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଭିନ୍ନ ନାରବାଜି କରିବା ସହ ରେଳରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଧଉଳି ଏକ୍ସପ୍ରେସ୍‌ ଷ୍ଟେସନରେ ଅଟକି ରହିଥିଲା। ଜିଆରପି ଓ ଜେନାପୁର ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ରେଳ ଧାରଣାରୁ ହଟାଇ ନେବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନାଯୋଗ୍ୟ, […]

jajpur

jajpur

Rakesh Mallick
  • Published: Friday, 15 February 2019
  • Updated: 15 February 2019, 02:03 PM IST

Sports

Latest News

ଯାଜପୁର (ଗୁଲାମ ଗୋସ୍‌): ଯାଜପୁର ଜିଲ୍ଲା ଗଡ଼ମଧୁପୁର ରେଳ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ରେଳରୋକ କରାଯାଇଥିଲା। ସଙ୍ଗଠନର ବହୁ ମହିଳା ଓ ପୁରୁଷ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଭିନ୍ନ ନାରବାଜି କରିବା ସହ ରେଳରୋକ କରିଥିଲେ।

ଫଳରେ କିଛି ସମୟ ପାଇଁ ଧଉଳି ଏକ୍ସପ୍ରେସ୍‌ ଷ୍ଟେସନରେ ଅଟକି ରହିଥିଲା। ଜିଆରପି ଓ ଜେନାପୁର ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ରେଳ ଧାରଣାରୁ ହଟାଇ ନେବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରାଇସ୍, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ  ଗତ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos