ସ୍ମୃତି ସଭାରେ ନବଙ୍କ ପୁଅ ଝିଅ || Naba Kishore Das Shradhanjali Sabha || Odisha Reporter
Advertisment
ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ଏଥିରେ ନବ ଦାସଙ୍କ ପୁଅ ଓ ଝିଅଙ୍କୁ ଦେଖିବାକୁ ମିଳିଛି। ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଳ ଓ ଝିଅ ଦୀପାଳି ଦାସ ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us