ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ମହାନତା। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ତହସିଲ ଅଫିସରୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଦେଖି ଅଟକିଯାଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଥିବା ୨ ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିପଦରେ ସୁଜାତାଙ୍କ ଭବିଷ୍ୟତ: ଉପନିର୍ବାଚନ ପାଇଁ ବାଟ ଖୋଜୁଛି କି ବିଜେଡି, ଉତ୍ତରାଧିକାରୀ ହେବ କିଏ?
ଦଳର ନିର୍ବାଚିତ ବିଧାୟିକା ସୁଜାତା ସାହୁଙ୍କୁ ଗୁରୁତ୍ୱହୀନ କରି ଓ ତାଙ୍କର ଭବିଷ୍ୟତକୁ ବିପଦରେ ପକାଇ ବବି ରାଜ୍ୟସ୍ତରୀୟ ନେତାମାନଙ୍କୁ ନେଇ ଯାଜପୁରରେ ମାତ୍ର ୩ମାସ ବ୍ୟବଧାନରେ ଯେଉଁ ଦୁଇଟି କାର୍ଯ୍ୟକ୍ରମ କରିଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରିନଥିବା ଜଣାପଡ଼ିଛି ।

Miscellaneous
ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Politics
୩୮୭୯ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ: ୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ ଓ କେମିକାଲ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

Miscellaneous
କଠୋର ହେଲେ ମୋହନ ସରକାର : କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି, ଏଆଇ କ୍ୟାମେରା ରଖିବ ନଜର
ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ଦାୟିତ୍ୱ: ଭିନିଲଙ୍କୁ ବଲାଙ୍ଗୀର ଓ ଭିଭି ଯାଦବଙ୍କୁ ଢେଙ୍କାନାଳ
ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।