Advertisment

ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ମହାନତା

ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ମହାନତା। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ତହସିଲ ଅଫିସରୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଦେଖି ଅଟକିଯାଇଥିଲେ। ଗୁରୁତର ଥିବା ୨ ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।

Advertisment

ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ମହାନତା। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ତହସିଲ ଅଫିସରୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଦେଖି ଅଟକିଯାଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଥିବା ୨ ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।

Advertisment
Odisha Collector Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe