ଡାକ୍ତର ଦେଖାଇ ଫେରିଲାବେଳେ ଗଛରେ ପିଟି ହେଲା କାର୍, ୩ ମୃତ

ଗତକାଲି ବିଳମ୍ବିତ ରାତିରେ କାର୍‌ରେ ଜଣେ ମହିଳା ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ।

Road Accident PhotoOR

ଦୁର୍ଘଟଣାଗସ୍ତ କାର୍

Tapaswini Nayak
  • Published: Friday, 30 June 2023
  • Updated: 30 June 2023, 09:39 AM IST

Sports

Latest News

ମେଡିକାଲରୁ ଘରକୁ ଫେରିଲା ବେଳେ ଗଛରେ ପିଟିହେଲା କାର୍‌। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଓ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳ ଗ୍ରାମର ସତ୍ୟରଞ୍ଜନ ବେପାରୀ। ଗୁରୁତର ଆହତ ଥିବା ମହିଳା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Also Read

ଗତକାଲି ବିଳମ୍ବିତ ରାତିରେ କାର୍‌ରେ ଜଣେ ମହିଳା ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ। ସେମାନେ ମେଡିକାଲ କାମରେ ଜଗଦଲପୁର ଯାଇଥିବା ଜଣାପଡ଼ିଛି। ରାତିରେ ଘରକୁ ଫେରିବା ବେଳେ ବାଟରେ ରାସ୍ତାକଡ଼ରେ ଥିବା ଗଛରେ କାର୍‌ଟି ଭାରସାମ୍ୟ ହରାଇ  ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମହିଳାଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଛି।  ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story