Advertisment

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡର ଅସଲ କାରଣ କ’ଣ, ତାହା ଅସ୍ପଷ୍ଟ ରହିଛି । ମୃତ ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡୁମର ଅଡ଼ା ଗ୍ରାମର। ମୃତ ସ୍ତ୍ରୀ ହେଲେ ପାର୍ବତୀ ଜାନୀ ଓ ସ୍ୱାମୀ ହେଲେ ନୀଳଧର ଯାନୀ। ଦୁହେଁ କିଛି ଦିନ […]

ସର୍ବସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

murdered

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡର ଅସଲ କାରଣ କ’ଣ, ତାହା ଅସ୍ପଷ୍ଟ ରହିଛି ।

Advertisment

ମୃତ ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡୁମର ଅଡ଼ା ଗ୍ରାମର। ମୃତ ସ୍ତ୍ରୀ ହେଲେ ପାର୍ବତୀ ଜାନୀ ଓ ସ୍ୱାମୀ ହେଲେ ନୀଳଧର ଯାନୀ। ଦୁହେଁ କିଛି ଦିନ ହେବ ନିଜ ଭଉଣୀ ଘର ଭଣ୍ଡିମାଲ ଗ୍ରାମକୁ ବୁଲିବାକୁ ଆସିଥିଲେl ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ନୀଳଧର ପ୍ରଥମେ ତା’ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଥିଲା।

ଏହା ପରେ ନୀଳଧର ନିଜେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି। କିନ୍ତୁ ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀର ମୃତଦେହ ବ୍ୟବଚ୍ଛେଦ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe