ଉମରକୋଟ( କାର୍ତ୍ତିକ ମଲ୍ଲିକ):ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଉମରକୋଟ୍ ବ୍ଲକ ଝୋଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ।
ପ୍ରଦୀପ ସ୍କୁଲରେ ହାଜିରା ପକାଇ ଡାକ୍ତରୀ କାମ କରିବାକୁ ଗାଁ ଗାଁ ଯାଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ଫଳ ଶୂନ ହୋଇଥିବା ସେମାନେ କହିଛନ୍ତି। ଅପରପକ୍ଷରେ ଚିକିତ୍ସା କରୁଥିବା କଥାକୁ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମଣ୍ଡଳ । ୧୦ଟା ପୂର୍ବରୁ ଓ ୪ଟା ପରେ ସେ ରୋଗୀ ସେବା କରୁଥିବା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ
ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ ଠିକାଦାର।
Human Intrest
ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୁଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି ।
Crime
୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରଧାନଶିକ୍ଷକ ଅଟକ
ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି।
Crime
ସାପ୍ତାହିକ ହାଟରେ ଗୋରୁ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୨୮ ଲକ୍ଷ ଟଙ୍କା ଲୁଟ୍
ଦୁର୍ବୃତ୍ତମାନେ ଗାଡ଼ିରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗୋରୁ ବ୍ୟବସାୟୀ।