Advertisment

ପାର୍ଟ ଟାଇମ ପ୍ରଧାନ ଶିକ୍ଷକ, ପାର୍ଟ ଟାଇମ୍‌ କ୍ୱାକ୍

ଉମରକୋଟ( କାର୍ତ୍ତିକ ମଲ୍ଲିକ):ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଉମରକୋଟ୍ ବ୍ଲକ ଝୋଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ। ପ୍ରଦୀପ ସ୍କୁଲରେ ହାଜିରା ପକାଇ ଡାକ୍ତରୀ କାମ କରିବାକୁ ଗାଁ ଗାଁ ଯାଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ଫଳ ଶୂନ ହୋଇଥିବା ସେମାନେ କହିଛନ୍ତି।  ଅପରପକ୍ଷରେ […]

ପାର୍ଟ ଟାଇମ ପ୍ରଧାନ ଶିକ୍ଷକ, ପାର୍ଟ ଟାଇମ୍‌ କ୍ୱାକ୍

9087

Advertisment

ଉମରକୋଟ( କାର୍ତ୍ତିକ ମଲ୍ଲିକ):ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଉମରକୋଟ୍ ବ୍ଲକ ଝୋଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ।

Advertisment

ପ୍ରଦୀପ ସ୍କୁଲରେ ହାଜିରା ପକାଇ ଡାକ୍ତରୀ କାମ କରିବାକୁ ଗାଁ ଗାଁ ଯାଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ଫଳ ଶୂନ ହୋଇଥିବା ସେମାନେ କହିଛନ୍ତି।  ଅପରପକ୍ଷରେ ଚିକିତ୍ସା କରୁଥିବା କଥାକୁ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମଣ୍ଡଳ । ୧୦ଟା ପୂର୍ବରୁ  ଓ ୪ଟା ପରେ ସେ ରୋଗୀ ସେବା କରୁଥିବା କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe