ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଘେରାଓ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ସାଙ୍ଗକୁ ସାରର କଳା ବଜାର ରୋକିବା ଦାବି ନେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଓ କରିଛନ୍ତି। ଏଥିସହ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ଚାଷୀଙ୍କୁ ଦୀର୍ଘ ଦିନ ଧରି ୟୁରିଆ ସାର ମିଳୁନି। ଚାଷୀଙ୍କ ମକା ଓ ଧାନ ଫସଲ ନଷ୍ଟ ହେବାକୁ ଦୃଷ୍ଟିରେ […]

5hl

5hl

Tapas Behera
  • Published: Tuesday, 27 July 2021
  • Updated: 27 July 2021, 05:23 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ସାଙ୍ଗକୁ ସାରର କଳା ବଜାର ରୋକିବା ଦାବି ନେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଓ କରିଛନ୍ତି। ଏଥିସହ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ଚାଷୀଙ୍କୁ ଦୀର୍ଘ ଦିନ ଧରି ୟୁରିଆ ସାର ମିଳୁନି। ଚାଷୀଙ୍କ ମକା ଓ ଧାନ ଫସଲ ନଷ୍ଟ ହେବାକୁ ଦୃଷ୍ଟିରେ ରଖି ଆଜି  ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରିଥିଲେ।  ପରେ ଉମରକୋଟ ତହସିଲ କାର୍ଯ୍ୟାଳୟକୁ ଘେରଓ କରିଥିଲେ ଏବଂ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଶତାଧିକ ଚାଷୀ ଉମରକୋଟ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଚାଷୀଙ୍କୁ ସାର ନ ଯୋଗାଇଲେ ଅବରୋଧରୁ ହଟିବେ ନାହିଁ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।

ଏ ଅଂଚଳରେ ସାର କଳା ବଜାର ହେଉଥିଲେ ମଧ୍ୟ କୃଷି ବିଭାଗ କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ଉପ-ସଭାପତି ତପନ ଦେବନାଥ । ସେପଟେ ଆନ୍ଦୋଳନ ସ୍ଥଳରେ ଜିଲ୍ଲା କୃଷି ଅଧିକାରୀ, ଉମରକୋଟ ତହସିଲଦାର, ଉମରକୋଟ ଏସଡିପିଓ ଏବଂ ଥାନା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉମରକୋଟ ତହସିଲଦାର ହିମାଂଚଳ ମାଝୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story