ମୃତ ଶିକ୍ଷକ କରିବେ କୋଭିଡ୍‌ ଡ୍ୟୁଟି !

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବନୀତି। ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍ର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଚଳିତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ଟାରୁ ରାତି୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ ଚିଠିରେ ଦର୍ଶା ଯାଇଛି । ଏମିତି […]

5bn

5bn

Tapas Behera
  • Published: Saturday, 03 July 2021
  • Updated: 03 July 2021, 10:26 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବନୀତି। ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍ର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଚଳିତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ଟାରୁ ରାତି୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ ଚିଠିରେ ଦର୍ଶା ଯାଇଛି । ଏମିତି ଆଚମ୍ବିତ ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ ।

ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଣ୍ଟ୍ରୋଲ ରୁମ୍ ରହିଛି । ଉକ୍ତ କଣ୍ଟ୍ରୋଲ ରୁମ୍ ପାଇଁ ବ୍ଲକର ଶିକ୍ଷକ ମାନଙ୍କୁ ଦିନକୁ ୪ ଟି ପର୍ଯ୍ୟାୟ ଯଥାକ୍ରମେ ସକାଳ ୭ ରୁ ଦିନ ୧,  ଦିନ ୧ ରୁ ସନ୍ଧ୍ୟା ୬ , ସନ୍ଧ୍ୟାରୁ ରାତ୍ର ୧୦ ଓ ରାତି୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଚିଠି ଜାରି ହୋଇଛି । ଶିକ୍ଷକ ମାନେ କଣ୍ଟ୍ରୋଲ ରୁମରେ ରହି କୋଭିଡ ଆକ୍ରାନ୍ତ ପରିବାରର ଫୋନ୍ କଲ୍ ଗ୍ରହଣ କରିବେ ଓ ଅଭିଯୋଗ ଶୁଣିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ । ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି ।  ଚିଠି ନ ୧୮୬୩/୨୧ ରେ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କୋଭିଡ କଣ୍ଟ୍ରୋଲ ରୁମ୍ରେ ରହି ଶିକ୍ଷକ ମାନେ କାର୍ଯ୍ୟ କରିବେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି ।  ଜୁଲାଇ  ମାସ ୨୮ ତାରିଖ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ ଟାପର୍ଯ୍ୟନ୍ତ ମୃତ ଶିକ୍ଷକ କାର୍ଯ୍ୟ କରିବା ନେଇ ଚିଠି ହୋଇଛି।  ଯାହାକି ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଥାଉ କି ଏହି ମୃତ ଶିକ୍ଷକଙ୍କୁ ପୂର୍ବରୁ ମଧ୍ୟ କୋଭିଡ କଣ୍ଟ୍ରୋଲ ରୁମ୍ ରେ କାର୍ଯ୍ୟ କରିବା ନେଇ ଚିଠି ହୋଇଥିଲା । ତେବେ ଜଣା ପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ଲିଷ୍ଟରୁ ହଟାଯାଇଥିଲା । ଡାବୁଗାଁ ବ୍ଲକରେ ବାହାର ଜିଲ୍ଲାର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷା ବିଭାଗର ନିର୍ଦ୍ଦେଶ କୁ ଅବମାନନା କରି ବର୍ତ୍ତମାନ ଅନୁପସ୍ଥିତ ରହୁଥିବା ବେଳେ ସ୍ଥାନୀୟ ଶିକ୍ଷକ ମାନେ ବାଧ୍ୟ ହୋଇ କୋଭିଡ କାର୍ଯ୍ୟରେ ନିୟୋଜିତ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କେତେ ଶିକ୍ଷକ ବାହାର ଜିଲ୍ଲାରୁ ଫେରିଥିବା ବେଳେ ଏବେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତରବରିଆ ଭାବରେ ମୃତ ଶିକ୍ଷକଙ୍କୁ ମଧ୍ୟ କୋଭିଡ କାର୍ଯ୍ୟ କରିବାକୁ ଚିଠି ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି  । ତେବେ ମୃତ ଶିକ୍ଷକଙ୍କୁ ଦାୟିତ୍ୱ ନେଇଡାବୁଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ ହୋତା କହିଛନ୍ତି ଯେ, ଏହା ଭୁଲବସତଃ ହୋଇ ଯାଇଥିଲା। ପରେ  ଆମେ ଏହାକୁ ସୁଧାରି ଦେଇଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story