Advertisment

ଜେଲରୁ ବାହାରିଲେ ନାଚିକା ଲିଙ୍ଗା

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ମଣ୍ଡଳ କାରାଗାରରୁ ବାହାରିଲେ ଚାଷୀମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ୩ ଦିନ ତଳେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତଳ କୋର୍ଟର ସର୍ତ୍ତରେ ନାଚିକା ଜେଲରୁ ବାହାରିଲେ। ୨୦୧୪ ମସିହାରୁ ଜେଲରେ ଭର୍ତ୍ତି ହୋଇଥିଲେ ନାଚିକା।   ପଢ଼ନ୍ତୁ :ସତ୍ୟନାରାୟଣ ପୂଜା ଭୋଗ ଖାଇ ୧୨ ଅସୁସ୍ଥ

ଅଦ୍ୟତନ ହୋଇଛି
ଜେଲରୁ ବାହାରିଲେ ନାଚିକା ଲିଙ୍ଗା

nachika-linga

Advertisment

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ମଣ୍ଡଳ କାରାଗାରରୁ ବାହାରିଲେ ଚାଷୀମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ୩ ଦିନ ତଳେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତଳ କୋର୍ଟର ସର୍ତ୍ତରେ ନାଚିକା ଜେଲରୁ ବାହାରିଲେ। ୨୦୧୪ ମସିହାରୁ ଜେଲରେ ଭର୍ତ୍ତି ହୋଇଥିଲେ ନାଚିକା।

Advertisment

ପଢ଼ନ୍ତୁ :ସତ୍ୟନାରାୟଣ ପୂଜା ଭୋଗ ଖାଇ ୧୨ ଅସୁସ୍ଥ

Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe