ଅଦ୍ୟତନ ହୋଇଛି
hati
Advertisment
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ଦନ୍ତାହାତୀ ‘ଜଗନ’ର ମୃତ୍ୟୁ ଘଟିଛି। ଜଗନର ବୟସ ପ୍ରାୟ ୭ ବର୍ଷ ହେବ। ଖାଦ୍ୟ ହଜମ ନ ହେବାରୁ ହାତୀଟିର ପେଟ ଫମ୍ପାଇ ଦେଇଥିଲା। ଆଜି ସକାଳେ ଦନ୍ତାହାତୀ ଜଗନର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି।
Advertisment
ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ହାତୀଟି ବଜବଜିଆ ରୋଗରେ ପୀଡ଼ିତ ଥିଲା।
୨୦୦୯ରେ ଜଗନକୁ ସୁନ୍ଦରଗଡ଼ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/05/hati-3.jpg)