Advertisment

ନନ୍ଦନକାନନରେ ନବଜାତ ବାଘ ଛୁଆର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ନବଜାତ ବାଘ ଶାବକର ମୃତ୍ୟୁ ଘଟିଛି। ଆଜି ସକାଳେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ବିରଳ କଳା ଛୁଆ ଜନ୍ମ ଦେଇଥିଲା। ତେବେ ଜନ୍ମର ୪ ଘଣ୍ଟା ପରେ ଛୁଆର ଗତିବିଧି ଜଣା ନ ପଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ବେଳେ ଛୁଆର ଓଜନ ସ୍ୱାଭାବିକରୁ ଅଧିକ ଥିବା କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି।

ନନ୍ଦନକାନନରେ ନବଜାତ ବାଘ ଛୁଆର ମୃତ୍ୟୁ

nandankanan-

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ନବଜାତ ବାଘ ଶାବକର ମୃତ୍ୟୁ ଘଟିଛି। ଆଜି ସକାଳେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ବିରଳ କଳା ଛୁଆ ଜନ୍ମ ଦେଇଥିଲା। ତେବେ ଜନ୍ମର ୪ ଘଣ୍ଟା ପରେ ଛୁଆର ଗତିବିଧି ଜଣା ନ ପଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ବେଳେ ଛୁଆର ଓଜନ ସ୍ୱାଭାବିକରୁ ଅଧିକ ଥିବା କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe