/odisha-reporter/media/post_attachments/uploads/2020/09/890-1.jpg)
890
ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ
ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ।
Advertisment
ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପାସନା ପାଇଁ ସ୍ଥାନ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏ ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ନାଗା ସାଧୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
