ପୁରୀରେ ପହଞ୍ଚିଲେ ନାଗା ସାଧୁ , କାହିଁକି ଜାଣନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ […]

890

890

Tapaswini Nayak
  • Published: Sunday, 27 September 2020
  • Updated: 27 September 2020, 08:38 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ
ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ।

ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପାସନା ପାଇଁ ସ୍ଥାନ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏ ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ନାଗା ସାଧୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story