ପୁରୀରେ ପହଞ୍ଚିଲେ ନାଗା ସାଧୁ , କାହିଁକି ଜାଣନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ […]

890

Tapaswini Nayak
  • Published: Sunday, 27 September 2020
  • , Updated: 27 September 2020, 08:38 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ
ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ।

ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପାସନା ପାଇଁ ସ୍ଥାନ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏ ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ନାଗା ସାଧୁ।

Related story