Advertisment

ମୁଁ କହିଲି ତୁମେ କ୍ୱାରେଣ୍ଟାଇନ୍‌ରେ ରୁହ, ସେମାନେ ମୋତେ ପିଟିଲେ

ଯାଜପୁର (ଗୁଲାମ ଗସ୍‌): କରୋନାକୁ ନେଇ ଆସିଲା ଉଦ୍‌ବେଗଜନକ ଖବର। ଯାଜପୁର ଜିଲ୍ଲାର ନାଏବ ସରପଞ୍ଚ ଓ ତାଙ୍କ ସ୍ୱମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଟାଉନ ଥାନା ରାହାସୋଇ ପଂଚାୟତ ରାହାସୋଇ ଗ୍ରାମରେ ଗତ ୨୯ ତାରିଖରେ ୫ ଜଣ ଯୁବକ କଲିକତାରୁ ଆସି ରହିଥିଲେ । ତେବେ ତାଙ୍କୁ ସ୍ଥାନୀୟ ନାଏବ ସଂରପଚ ସରକାରୀ କ୍ୱାରେନଟାଇନରେ ରହିବାକୁ କହିଥିଲେ । ଏଥିରେ ରାଗି ଯାଇ  ଯୁବକମାନେ ଅନ୍ୟ ଯୁବକଙ୍କ ସହଯୋଗରେ ମହିଳା ନାଏବ  […]

ମୁଁ କହିଲି ତୁମେ କ୍ୱାରେଣ୍ଟାଇନ୍‌ରେ ରୁହ, ସେମାନେ ମୋତେ ପିଟିଲେ

890-765

Advertisment

ଯାଜପୁର (ଗୁଲାମ ଗସ୍‌): କରୋନାକୁ ନେଇ ଆସିଲା ଉଦ୍‌ବେଗଜନକ ଖବର। ଯାଜପୁର ଜିଲ୍ଲାର ନାଏବ ସରପଞ୍ଚ ଓ ତାଙ୍କ ସ୍ୱମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଟାଉନ ଥାନା ରାହାସୋଇ ପଂଚାୟତ ରାହାସୋଇ ଗ୍ରାମରେ ଗତ ୨୯ ତାରିଖରେ ୫ ଜଣ ଯୁବକ କଲିକତାରୁ ଆସି ରହିଥିଲେ । ତେବେ ତାଙ୍କୁ ସ୍ଥାନୀୟ ନାଏବ ସଂରପଚ ସରକାରୀ କ୍ୱାରେନଟାଇନରେ ରହିବାକୁ କହିଥିଲେ ।

Advertisment

ଏଥିରେ ରାଗି ଯାଇ  ଯୁବକମାନେ ଅନ୍ୟ ଯୁବକଙ୍କ ସହଯୋଗରେ ମହିଳା ନାଏବ  ସରପଂଚ ଓ  ଆଶା ଦିଦିଙ୍କୁ ଖରାପ ବ୍ୟବହାର କରିବା ସହ  ନାଏବ ସରପଂଚ ଓ ସ୍ୱାମୀଙ୍କୁ ମାଡ ମାରିଥିଲେ ।  ଏନେଇ ଯାଜପୁର ଟାଉନ ଥାନାରେ ନାଏବ ସରପଞ୍ଚ ଜଲୀ ସାହୁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe