ଟାଟା ପାୱାରକୁ ଦୂରୁ ଜୁହାର... | Odisha Reporter
ସହି ସହି ଅତିଶୟ ହେବା ପରେ ଟାଟା ପାୱାର ବିରୋଧରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଉଠିଲାଣି ପ୍ରତିବାଦର ସ୍ୱର। ଖରାରେ ଦେହମୁଣ୍ଡ ପୋଡ଼ିଜଳି ଯାଉଛି, ଆଉ ମୁହଁ ପୋଡ଼ି ପକାଉଛି ତତଲ ପବନ। ଟାଣ ଖରାରେ ପୂରା ଓଡ଼ିଶା ଜଳୁଛି। ପୁଣି କଂକ୍ରିଟ ରାସ୍ତାରୁ ବାମ୍ପ ବାହାରୁଛି। ଏପଟେ ଟାଟା ପା ୱାୟର ମନଇଚ୍ଛା ବିଦ୍ୟୁତ କାଟ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
