Advertisment

ଟାଟା ପାୱାରକୁ ଦୂରୁ ଜୁହାର!

ସହି ସହି ଅତିଶୟ ହେବା ପରେ ଟାଟା ପାୱାର ବିରୋଧରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଉଠିଲାଣି ପ୍ରତିବାଦର ସ୍ୱର। ଖରାରେ ଦେହମୁଣ୍ଡ ପୋଡ଼ିଜଳି ଯାଉଛି, ଆଉ ମୁହଁ ପୋଡ଼ି ପକାଉଛି ତତଲ ପବନ। ଟାଣ ଖରାରେ ପୂରା ଓଡ଼ିଶା ଜଳୁଛି। ପୁଣି କଂକ୍ରିଟ ରାସ୍ତାରୁ ବାମ୍ପ ବାହାରୁଛି। ଏପଟେ ଟାଟା ପା ୱାୟର ମନଇଚ୍ଛା ବିଦ୍ୟୁତ କାଟ କରୁଛି।

Tata Power Power Cuts Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe