ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ କଳିଙ୍ଗ ଷ୍ଟାଡିମୟରେ ଜାତୀୟ କ୍ୟାମ୍ପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ ବିଶ୍ୱକପ୍ ହକି ପୂର୍ବରୁ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ। ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ କ୍ୟାମ୍ପ।  ଏଥିରେ ଯୋଗ ଦେବା ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛି। ପ୍ରାୟ ଏକମାସ ଧରି ଭୁବନେଶ୍ୱରରେ ଏହି କ୍ୟାମ୍ପ ଚାଲିବ। ଅକ୍ଟୋବର ୧୮ରୁ ଓମାନ୍‌ରେ ମସ୍କାଟ୍‌ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କ ଭୁଲ୍ ସୁଧାରିବାରେ ବେଶ ସହାୟକ ହେବ ବୋଲି […]

hocky

hocky

Rakesh Mallick
  • Published: Sunday, 16 September 2018
  • Updated: 16 September 2018, 02:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ ବିଶ୍ୱକପ୍ ହକି ପୂର୍ବରୁ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ। ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ କ୍ୟାମ୍ପ।  ଏଥିରେ ଯୋଗ ଦେବା ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛି।

ପ୍ରାୟ ଏକମାସ ଧରି ଭୁବନେଶ୍ୱରରେ ଏହି କ୍ୟାମ୍ପ ଚାଲିବ। ଅକ୍ଟୋବର ୧୮ରୁ ଓମାନ୍‌ରେ ମସ୍କାଟ୍‌ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ।

ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କ ଭୁଲ୍ ସୁଧାରିବାରେ ବେଶ ସହାୟକ ହେବ ବୋଲି ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ହରେନ୍ଦ୍ର ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story