Advertisment

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ

ଆଜି ନବ ଦାସଙ୍କ ଦ୍ୱାଦଶାହ ତିଥି। ନବଙ୍କ ସ୍ମୃତିସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସରବାହାଲଠାରେ ଚାଲିଥିବା ସ୍ମୃତିସଭାରେ ପହଞ୍ଚିଲେ, ନବଙ୍କ ପତ୍ନୀ, ପୁଅ, ଝିଅଙ୍କ ସହ କଥା ହୋଇ ସମବେଦନା ଜଣାଇଲେ। ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା, ସାଂସଦମାନେ ଯୋଗଦେଇଛନ୍ତି।

author-image
Manoj Swain

Odisha Naveen Patanaik Naba Das Murder