Advertisment

ମୁଖ୍ୟମନ୍ତ୍ରୀଙ୍କ ବିମାନ ବୁଲା

ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବୃୟାରୀ ମଧ୍ୟରେ ମୋଟ ୩୧.୩୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବଧି ମଧ୍ୟରେ କଟକ ଓ ପୁରୀ ଯିବା ପାଇଁ ମଧ୍ୟ ହେଲକପ୍ଟର ଉପଯୋଗ କରିବାକୁ ପଛାଇ ନାହାନ୍ତି । ଆଉ ଦିଲ୍ଲୀ,ମୁମ୍ବାଇ, ହାଇଦ୍ରାବାଦ ଆଦି ସହରକୁ ଗସ୍ତବେଳେ ବି ରାଜବାସୀଙ୍କ ଟିକସ ଅର୍ଥରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଧରି ଯାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଗତ ୨ବର୍ଷ ମଧ୍ୟରେ ଭଡ଼ାରେ ଆସିଥିବା ହେଲକପ୍ଟର ଓ ଏୟାରକ୍ରାପ୍ଟରେ ୬୪ଥର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗତବର୍ଷ ରୋମ-ଇଟାଲୀ-ଦୁବାଇ ଗସ୍ତ ପାଇଁ ସରକାରୀ ତହବିଲରୁ ପ୍ରାୟ ୮୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Advertisment

ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବୃୟାରୀ ମଧ୍ୟରେ ମୋଟ ୩୧.୩୮କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବଧି ମଧ୍ୟରେ କଟକ ଓ ପୁରୀ ଯିବା ପାଇଁ ମଧ୍ୟ ହେଲକପ୍ଟର ଉପଯୋଗ କରିବାକୁ ପଛାଇ ନାହାନ୍ତି। ଆଉ ଦିଲ୍ଲୀ,ମୁମ୍ବାଇ, ହାଇଦ୍ରାବାଦ ଆଦି ସହରକୁ ଗସ୍ତବେଳେ ବି ରାଜ୍ୟବାସୀଙ୍କ ଟିକସ ଅର୍ଥରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଧରି ଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଗତ ୨ବର୍ଷ ମଧ୍ୟରେ ଭଡ଼ାରେ ଆସିଥିବା ହେଲକପ୍ଟର ଓ ଏୟାରକ୍ରାପ୍ଟରେ ୬୪ଥର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗତବର୍ଷ ରୋମ-ଇଟାଲୀ-ଦୁବାଇ ଗସ୍ତ ପାଇଁ ସରକାରୀ ତହବିଲରୁ ପ୍ରାୟ ୮୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଗତ ୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେତିକି ଥର ବିମାନ ଉଡ଼ାଣ କରିଛନ୍ତି ସେତିକିଥର ସଚିବାଳୟ କିମ୍ବା ବିଧାନସଭାକୁ ଆସିବାକୁ ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସର୍ବାଧିକ ୨୧ଥର ବିମାନରେ ଉଡ଼ାଣ କରିଛନ୍ତି ।

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe