ବଡ଼ ରହସ୍ୟ-ମନ୍ତ୍ରୀ ହଟିଲେ,ସଚିବ ବିଦା ହେଲେ | Odisha Reporter
Advertisment
ଭଲ ପ୍ରଦର୍ଶନ ନାହିଁ ବୋଲି ପଦରୁ ବିଦା କରାଗଲା କି ରୋହିତ ପୁଜାରୀଙ୍କୁ। ମନ୍ତ୍ରୀଙ୍କ ଯଦି ପ୍ରଦର୍ଶନ ଖରାପ ଥିଲା ହେଲେ ଉଚ୍ଚଶିକ୍ଷା ସଚିବଙ୍କୁ କାହିଁକି ହଟାଗଲା। ଗୋଟିଏ ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସଚିବ ବିଷ୍ଣୁପଦ ସେଠୀଙ୍କୁ ହଟାଗଲା। ତେବେ ଏହାପଛରେ ରହିଛି କି ବଡ଼ କାରଣ। ଯଦି ମନ୍ତ୍ରୀଙ୍କ ପ୍ରଦର୍ଶନ ଏତେ ଖରାପ ଥିଲା ତେବେ ଯେତେବେଳେ ସମୀର ଦାଶ, ଶ୍ରୀକାନ୍ତ ସାହୁଙ୍କୁ ବିଦା କରାଗଲା ସେତେବେଳେ କାହିଁକି ଗଲେନି ରୋହିତ ପୁଜାରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us