Advertisment

ନବୀନ ସରକାରଙ୍କୁ ମଉସାଙ୍କ ଶକ୍ତ ଚାପୁଡ଼ା!

କହୁ କହୁ ମଉସା ସବୁ କହିଦେଲେ। ନବ ଦାସଙ୍କଠାରୁ ଆରମ୍ଭ ସୌମ୍ୟରଞ୍ଜନ ପଟ୍ଟନାୟକ, ଖାଲି କହି ଚାଲିଲେ। ଗୋଟିଏ ପଦରେ କଥା ସାରିଦେଲେ, କହିଲେ, 'ନବ ଦାସଙ୍କୁ ନ୍ୟାୟ ମିଳିବ ନାହିଁ'।

author-image
Debendra Prusty

କହୁ କହୁ ମଉସା ସବୁ କହିଦେଲେ। ନବ ଦାସଙ୍କଠାରୁ ଆରମ୍ଭ ସୌମ୍ୟରଞ୍ଜନ ପଟ୍ଟନାୟକ, ଖାଲି କହି ଚାଲିଲେ। ଗୋଟିଏ ପଦରେ କଥା ସାରିଦେଲେ, କହିଲେ, 'ନବ ଦାସଙ୍କୁ ନ୍ୟାୟ ମିଳିବ ନାହିଁ'। 

Advertisment
BjD Naveen Patnaik Naba Das