ସରକାରଙ୍କୁ ମଉସାଙ୍କ ଶକ୍ତ ଚାପୁଡ଼ା || People Target To CM Naveen Patnaik On Naba Case ||Odisha Reporter
Advertisment
କହୁ କହୁ ମଉସା ସବୁ କହିଦେଲେ। ନବ ଦାସଙ୍କଠାରୁ ଆରମ୍ଭ ସୌମ୍ୟରଞ୍ଜନ ପଟ୍ଟନାୟକ, ଖାଲି କହି ଚାଲିଲେ। ଗୋଟିଏ ପଦରେ କଥା ସାରିଦେଲେ, କହିଲେ, 'ନବ ଦାସଙ୍କୁ ନ୍ୟାୟ ମିଳିବ ନାହିଁ'।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us