Advertisment

ନବୀନ କହିଲେ ମୁଁ ଏମପି ଲଢ଼ିବି

ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ପୁଣିଥରେ ଚଳଚଞ୍ଚଳ। କର୍ମୀମାନଙ୍କର ବିଭିନ୍ନ ଛୋଟବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ଗଞ୍ଜାମରେ ଚର୍ଚ୍ଚା ହେଉଛି, ସିଦ୍ଧାନ୍ତ ପୁଣିଥରେ ରାଜନୀତିକୁ ଫେରି ପାରନ୍ତି। ତେବେ ଏନେଇ ଆମେ ତାଙ୍କ ସହ ଆଲୋଚନା କରିଥିଲୁ।

author-image
Manoj Swain

ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ପୁଣିଥରେ ଚଳଚଞ୍ଚଳ। କର୍ମୀମାନଙ୍କର ବିଭିନ୍ନ ଛୋଟବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ଗଞ୍ଜାମରେ ଚର୍ଚ୍ଚା ହେଉଛି, ସିଦ୍ଧାନ୍ତ ପୁଣିଥରେ ରାଜନୀତିକୁ ଫେରି ପାରନ୍ତି। ତେବେ ଏନେଇ ଆମେ ତାଙ୍କ ସହ ଆଲୋଚନା କରିଥିଲୁ। ତାଙ୍କ କହିବା କଥା ହେଲା, ନବୀନ ଚାହିଁଲେ ସେ ଏମପି ନ ହେଲେ ଏମ୍ଏଲ୍ଏ ପାଇଁ ଲଢ଼ିବେ। ଯଦି ବିଜେଡିରୁ ଟିକେଟ ନ ମିଳେ, ତା ହେଲେ ବିଜେପି ଯିବେ କି ପ୍ରଶ୍ନର ଉତ୍ତର ଦେଇ ସିଦ୍ଧାନ୍ତ କହିଛନ୍ତି ତାହା ସମୟ କହିବ।

Advertisment
Ollywood Actor Siddhanta Mahapatra Odisha Politics