Advertisment

ଓଡ଼ିଶାକୁ ଦାଦନରେ ୧ ନମ୍ବର କରିବେ ନବୀନ !

ଶୁଣିଲେ ତ ପ୍ରତିବର୍ଷ ଗଞ୍ଜାମ ଖଲ୍ଲିକୋଟରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଯୁବକଙ୍କ କ୍ଷୋଭ। ତେବେ ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ମତ ଅଲଗା। ଓଡ଼ିଶାରେ କେହି ଆଉ ଦାଦନ ଯାଉନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ।

Advertisment

ଶୁଣିଲେ ତ ପ୍ରତିବର୍ଷ ଗଞ୍ଜାମ ଖଲ୍ଲିକୋଟରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଯୁବକଙ୍କ କ୍ଷୋଭ। ତେବେ ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ମତ ଅଲଗା। ଓଡ଼ିଶାରେ କେହି ଆଉ ଦାଦନ ଯାଉନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ବିଧାୟକଙ୍କ ଏଭଳି ମନ୍ତବ୍ୟ ବାସ୍ତବତାଠାରୁ ଯେ କେତେ ଦୂର ତା’ର ପ୍ରମାଣ ଲମ୍ବି ଲମ୍ବି ଚାଲିଛି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଜିଲ୍ଲାର ପ୍ରତି ଗାଁରୁ ୧୦ରୁ ୧୫ ଯୁବକ ରାଜ୍ୟ ଛାଡ଼ି ଅଳ୍ପ କିଛି ଦରମା ଆଶାରେ ବାହାର ରାଜ୍ୟକୁ ଯାଉଥିବା ଦେଖାଯାଉଛି। ଖାଇପିଇ ବଂଚିବା ହୋଇଛି ସେମାନଙ୍କ ଲକ୍ଷ୍ୟ।

Advertisment
Odisha Naveen Patnaik Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe