ଜେସିବି ଜାଳିଦେଲେ ନକ୍ସଲ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ନକ୍ସଲ ପୁଣି ଥରେ ଜଳାପୋଡ଼ା କରିଛନ୍ତି।  ତୁମୁଡିବନ୍ଧ ବ୍ଲକ୍‌ ଝିରିପାଣି ଦେସୁଘାଟିରେ ବ୍ରିଜ ନିର୍ମାଣରେ ନିୟୋଜିତ ଠିକା କମ୍ପାନୀର ଗାଡି ଗୁଡିକୁ ପୋଡି ଦେଇଛନ୍ତି। ଏନେଇ ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ସୂଚନା ଦେଇଛନ୍ତି। ନକ୍ସଲଙ୍କ ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ନକ୍ସଲମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଏହାସହ […]

naxal

Rakesh Mallick
  • Published: Tuesday, 05 February 2019
  • , Updated: 05 February 2019, 01:07 PM IST

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ନକ୍ସଲ ପୁଣି ଥରେ ଜଳାପୋଡ଼ା କରିଛନ୍ତି।  ତୁମୁଡିବନ୍ଧ ବ୍ଲକ୍‌ ଝିରିପାଣି ଦେସୁଘାଟିରେ ବ୍ରିଜ ନିର୍ମାଣରେ ନିୟୋଜିତ ଠିକା କମ୍ପାନୀର ଗାଡି ଗୁଡିକୁ ପୋଡି ଦେଇଛନ୍ତି। ଏନେଇ ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ସୂଚନା ଦେଇଛନ୍ତି।

ନକ୍ସଲଙ୍କ ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ନକ୍ସଲମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଏହାସହ ନକ୍ସଲ ପୋଷ୍ଟର ମଧ୍ୟ ମାରିଥିଲେ।

Related story