Advertisment

କରୋନା ଚିନ୍ତା; ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାରା ବିଶ୍ୱ କରୋନାକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ନକ୍ସଲମାନେ ମଧ୍ୟ ଏହି ସମୟରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ପୁଲିସ୍ ଇନଫରର୍ମ ସନ୍ଦେହରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏହାସହ ପୁଲିସ୍ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ନକ୍ସଲ ନେତା କୈଳାସ କହିଛନ୍ତି। ସରକାର କରିଥିବା ସଚେତନତା ଅନୁଯାୟୀ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନକ୍ସଲମାନେ ଲୋକଙ୍କୁ ବୁଝାଉ ଥିବା କୈଳାସ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କରୋନା ଚିନ୍ତା; ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ

naxal

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାରା ବିଶ୍ୱ କରୋନାକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ନକ୍ସଲମାନେ ମଧ୍ୟ ଏହି ସମୟରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

Advertisment

ପୁଲିସ୍ ଇନଫରର୍ମ ସନ୍ଦେହରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏହାସହ ପୁଲିସ୍ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ନକ୍ସଲ ନେତା କୈଳାସ କହିଛନ୍ତି।

ସରକାର କରିଥିବା ସଚେତନତା ଅନୁଯାୟୀ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନକ୍ସଲମାନେ ଲୋକଙ୍କୁ ବୁଝାଉ ଥିବା କୈଳାସ କହିଛନ୍ତି। ଏନେଇ ସେ ଏକ ଅଡିଓ ଟେପ ଜାରି କରିଛନ୍ତି।

Advertisment