Advertisment

ନାଁ ଶୁଣିଲେ ଛାତିରେ ଛେପ ପକାନ୍ତି ନକ୍ସଲ!

ନକ୍ସଲଙ୍କ ଗଡ଼ରେ ଛାତି ଫୁଲାଇ ଏଣ୍ଟ୍ରି କରନ୍ତି। ଆଉ ନକ୍ସଲଙ୍କୁ ଦେଖିଲା ମାତ୍ରେ ତାଙ୍କ ବନ୍ଧୁୂକ କଥା କୁହେ। ୨୦୧୨ ମସିହାରେ କମ୍ବିଂ ଅପରେସନ କରିଥିଲେ। ହେଲେ ନକ୍ସଲଙ୍କ ଚାଲାକିରେ ତାଙ୍କୁ ବାଜିଥିଲା ପାଞ୍ଚ ପାଞ୍ଚଟି ଗୁଳି।

author-image
Debendra Prusty

ନକ୍ସଲଙ୍କ ଗଡ଼ରେ ଛାତି ଫୁଲାଇ ଏଣ୍ଟ୍ରି କରନ୍ତି। ଆଉ ନକ୍ସଲଙ୍କୁ ଦେଖିଲା ମାତ୍ରେ ତାଙ୍କ ବନ୍ଧୁୂକ କଥା କୁହେ। ୨୦୧୨ ମସିହାରେ କମ୍ବିଂ ଅପରେସନ କରିଥିଲେ। ହେଲେ ନକ୍ସଲଙ୍କ ଚାଲାକିରେ ତାଙ୍କୁ ବାଜିଥିଲା ପାଞ୍ଚ ପାଞ୍ଚଟି ଗୁଳି।  

Advertisment
Odisha Reporter Naxal Odisha Police