Advertisment

ପୋଲ ତଳକୁ ଖସିପଡ଼ିଲା ଗଞ୍ଜେଇ ବୋଝେଇ କାର୍‌;୨ମୃତ, ଜଣେ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଏନ୍‌ଏଚ୍‌-୫୭ ଲୁଣିସରା ନିକଟରେ ଦୁଇଟି କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗସ୍ତ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଛି।

ଦୁଇଟି କାର୍‌ ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଲୁଣିସରା ନିକଟରେ ଦୁର୍ଘଟଣା ଘଟିଥିଲା।

author-image
Ordigital Desk