Advertisment

ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ: ଉଡ଼ାଉଛନ୍ତି ଫାଇଟର ଜେଟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। କଣ୍ଟ୍ରୋଲ ଦ୍ୱାପା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ  କରିଛନ୍ତି ଚକିତ। ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି  ନିର୍ମାଣ କରିଛନ୍ତି ।  ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା  ସେ ଲକ୍ଷ ରଖିଛନ୍ତି। ହେଲେ ଏଥି ପାଇଁ ଅର୍ଥ ସାଜିଛି  ବାଧକ। ଆଉ ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଯୁବକ ଅଂଶୁମନ ମିଶ୍ର। ବୟସ ମାତ୍ର ୧୮ […]

author-image
Tapas Behera
ଅଦ୍ୟତନ ହୋଇଛି
ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ: ଉଡ଼ାଉଛନ୍ତି ଫାଇଟର ଜେଟ  

nbn

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। କଣ୍ଟ୍ରୋଲ ଦ୍ୱାପା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ  କରିଛନ୍ତି ଚକିତ। ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି  ନିର୍ମାଣ କରିଛନ୍ତି ।  ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା  ସେ ଲକ୍ଷ ରଖିଛନ୍ତି। ହେଲେ ଏଥି ପାଇଁ ଅର୍ଥ ସାଜିଛି  ବାଧକ।

Advertisment

ଆଉ ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଯୁବକ ଅଂଶୁମନ ମିଶ୍ର। ବୟସ ମାତ୍ର ୧୮ ବର୍ଷ ।  ହେଲେ ଏହି ବୟସରେ ସେ ଉଦ୍ଭାବନ କଲେଣି ଡ୍ରୋନ, ଶୁଦ୍ଧଜାହାଜ ଓ ରୋବୋର୍ଟ ଭଳି ଉପକରଣ। ଆଉ ରିମୋଟ୍ ମାଧ୍ୟମମରେ ସେ ଆକାଶରେ ଡ୍ରୋନ ଉଡାଉଛନ୍ତି।

ଅଂଶୁମାନ ବର୍ତ୍ତମାନ ଏକ ଘରୋଇ  କଲେଜରେ ବି-ଟେକ ର ପ୍ରଥମ ବର୍ଷର ଛାତ୍ର।  ପିଲାଟି ଦିନରୁ ବିଜ୍ଞାନ ମେଳା ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରି ବେଶ ପୁରସ୍କାର ପାଇଛନ୍ତି ସେ । ଦୁଇ ଥର ବିଜ୍ଞାନ ମେଳାରେ  ନୟାଗଡ଼ ଜିଲ୍ଲାରେ ଟପର  ହୋଇଛନ୍ତି।  ଭବିଷ୍ୟତରେ DRDOରେ କାମ କରି ଦେଶ ପାଇଁ କିଛି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ସେ। ହେଲେ  ଅଂଶୁମାନଙ୍କ ଏଭଳି ଉଦ୍ଭାବନାରେ ବାଧକ ସାଜିଛି ଅର୍ଥ । ନୂଆ ଯନ୍ତ୍ରପାତି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଇ ଦେଲେ ସେ ଅନେକ ଉଦ୍ଭାବନା କରିପାରିବେ ବୋଲି କହିଛନ୍ତି।

Advertisment