Advertisment

କେମିତି ଉଦ୍ଧାର କରିଥିଲେ ଏନଡିଆରଏଫ୍ ଟିମ୍?

ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମ ବାହାରିଥିଲେ ୬ଟି ଟିମ୍। ବାଲେଶ୍ବରରେ ଗୋଟିଏ ଟିମ ଆଗରୁ ପହଁଞ୍ଚିଯାଇଥିଲା। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍।

Advertisment

ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମ ବାହାରିଥିଲେ ୬ଟି ଟିମ୍। ବାଲେଶ୍ବରରେ ଗୋଟିଏ ଟିମ ଆଗରୁ ପହଁଞ୍ଚିଯାଇଥିଲେ। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍। ଏନଡିଆରଏଫର ମୋଟ ୯ଟି ଟିମର ପ୍ରାୟ ୩୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଗ୍ୟାସ କଟରରେ ଲୁହା ବଗିକୁ କାଟି ଅନେକ ଗୁରୁତର ଯାତ୍ରୀ ଓ ମୃତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେଦିନର ଅଭିଜ୍ଞତା କେମିତି ଥିଲା କହିଛନ୍ତି ଏନଡିଆରଏଫ୍ ମୁଣ୍ଡଳୀରେ ଥିବା ତୃତୀୟ ବାଟାଲିଆନର ସେକେଣ୍ଡ-ଇନ-କମାଣ୍ଡ ଅରୁଣ ଦେବଗାମ୍। ଉଦ୍ଧାର କାମରେ ଲାଗିଥିବାବେଳେ ଅନ୍ୟମାନଙ୍କ ଭିତରୁ କନଷ୍ଟେବଳ ପ୍ରେମ କୁମାରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
Train Accident NDRF Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe