ନେପାଳ ଭୂକମ୍ପ: ଭୁବନେଶ୍ୱର ଫେରିଲେ ୪ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର ଫେରି ଆସିଛନ୍ତି ଜାତୀୟ ଜୁନିୟର ବାଳିକା ଫୁଟବଲ ଦଳର ୪ ଓଡ଼ିଆ ଖେଳାଳି। ଭୂମିକମ୍ପ ପରେ ଏହି ଖେଳାଳିମାନେ କାଠମାଣ୍ଡୁରେ ଫସି ରହିଥିଲେ। ଫେରି ଆସିଥିବା ଖେଳାଳିମାନେ ହେଲେ ଶାନ୍ତି ମୁର୍ମୁ, ଜାନକୀ ମୁର୍ମୁ, ଇଭା ପାର୍ଣ୍ଣା ଓ ବନ୍ୟା କବିରାଜ। ଆଜି ଦିଲ୍ଲୀରୁ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଟିମରେ ଥିବା ସହକାରୀ କୋଚ ତଥା ଆନ୍ତର୍ଜାତିକ ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଭୁବନେଶ୍ୱର ନଫେରି ଦିଲ୍ଲୀରେ ରହିଛନ୍ତି। ଶନିବାର ଭୂକମ୍ପ ସମୟରେ […]

women footballers

women footballers

Rakesh Mallick
  • Published: Monday, 27 April 2015
  • Updated: 27 April 2015, 11:17 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଫେରି ଆସିଛନ୍ତି ଜାତୀୟ ଜୁନିୟର ବାଳିକା ଫୁଟବଲ ଦଳର ୪ ଓଡ଼ିଆ ଖେଳାଳି। ଭୂମିକମ୍ପ ପରେ ଏହି ଖେଳାଳିମାନେ କାଠମାଣ୍ଡୁରେ ଫସି ରହିଥିଲେ। ଫେରି ଆସିଥିବା ଖେଳାଳିମାନେ ହେଲେ ଶାନ୍ତି ମୁର୍ମୁ, ଜାନକୀ ମୁର୍ମୁ, ଇଭା ପାର୍ଣ୍ଣା ଓ ବନ୍ୟା କବିରାଜ। ଆଜି ଦିଲ୍ଲୀରୁ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଟିମରେ ଥିବା ସହକାରୀ କୋଚ ତଥା ଆନ୍ତର୍ଜାତିକ ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଭୁବନେଶ୍ୱର ନଫେରି ଦିଲ୍ଲୀରେ ରହିଛନ୍ତି। ଶନିବାର ଭୂକମ୍ପ ସମୟରେ ଭାରତ ଓ ଇରାନ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ଏହି ସମୟରେ ଭୂମିକମ୍ପ ହେଉଥିବା ଜଣାପଡିବା ପରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଗତକାଲି ଅପରାହ୍ଣ ପ୍ରାୟ ୫ଟାରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ । ବାୟୁସେନାର ଉଦ୍ଧାରକାରୀ ବିମାନରେ ସେମାନେ ଅନ୍ୟଭାରତୀୟଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story