ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ। ପୁଅର ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର। ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ୱର AIIMS ସମେତ ବିଭିନ୍ନ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି। ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶବ ଗୁଡିକୁ ଚିହ୍ନିବା ମୁସ୍କିଲ ହୋଇପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ଦୁଇ ମହିଳା ସମାଜସେବୀଙ୍କ ଟଣାଟଣି ଓ ପିଟାପିଟି
ଆଜି ଅପରାହ୍ନରେ ଭୁବନେଶ୍ୱର ଜୟଦେବ ଭବନ ପାର୍କିଂରେ ଜଣେ ମହିଳା ସମାଜସେବୀ ଗଣମାଧ୍ୟମକୁ ବାଇଟ୍ ଦେଉଥିଲେ। ଠିକ୍ ସେତିକି ବେଳେ ଅନ୍ୟ ସମାଜସେବୀ ସେଠାରେ ପହଞ୍ଚିଥିଲେ।
Crime
ପୂଜା ପୂର୍ବରୁ ଉତ୍ପାତ କଲେ ମଦୁଆ; ଅଟୋ ଡ୍ରାଇଭରଙ୍କ ବେକ କାଟି ଦେଲେ
ଆଜି ସନ୍ଧ୍ୟା ବେଳେ ମଧୁପାଟଣା ଛକରେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ ଅଟୋ ଚାଳକ। ଠିକ୍ ସେତିକି ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅଟୋ ପାର୍କିଂକୁ ନେଇ ଚାଳକଙ୍କ ସହିତ ସେମାନେ ଯୁକ୍ତିତର୍କ କରିଥିଲେ।
Accident
ରାସ୍ତାରେ ଜଳିଗଲା ଟ୍ରକ୍-କଣ୍ଟେନର; ଡ୍ରାଇଭର ଜୀବନ୍ତ ଦଗ୍ଧ
କଣ୍ଟେନର ଚାଳକ ରେହେମାନ ଖାନା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଳାସୀ ଗୁରୁତର ଆହତ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Special
ପତ୍ନୀଙ୍କ ବିରହରେ ଘରେ ତିଆରି କଲେ ସିଲିକନ ପ୍ରତିମୂର୍ତ୍ତି
ପ୍ରାଣପ୍ରିୟାଙ୍କ ଅନୁପସ୍ଥିତି ମର୍ମେମର୍ମେ ଅନୁଭବ କରୁଥିଲେ ପ୍ରଶାନ୍ତ। ଭାରାକ୍ରାନ୍ତ ଶରୀରକୁ ଧରି ସଞ୍ଜ ବେଳେ ଘରକୁ ଫେରିଲା ବେଳେ ଧର୍ମପତ୍ନୀଙ୍କ କଣ୍ଠସ୍ୱର ଗୁଞ୍ଜରିତ ହେଲା ପରି ତାଙ୍କୁ ଲାଗୁଥିଲା। ହେଲେ କରିବେ କ’ଣ?
Jobs
PGT ନିଯୁକ୍ତି ନେଇ ୩ଟି ଅପ୍ସନାଲ ସବ୍ଜେକ୍ଟର ଲିଖିତ ପରୀକ୍ଷା ବାତିଲ୍
ନୂଆ ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି OPSC ତରଫରୁ କୁହାଯାଇଛି।