ଲୁହ ଲହୁ ଏକ କରି ଖୋଜୁଛନ୍ତି ପରିବାର | Odisha Reporter
Advertisment
ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ। ପୁଅର ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର। ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ୱର AIIMS ସମେତ ବିଭିନ୍ନ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି। ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶବ ଗୁଡିକୁ ଚିହ୍ନିବା ମୁସ୍କିଲ ହୋଇପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us