ଅଦ୍ୟତନ ହୋଇଛି
src odisha
Advertisment
ଭୁବନେଶ୍ୱର: ଭୁକମ୍ପ ବିଧ୍ୱସ୍ତ ନେପାଳରେ ଫସିଥିବା ଆଉ ୬୩ଜଣ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁଯାଇ ଫେରିଥିବା ଓଡ଼ିଆଙ୍କମଧ୍ୟରେ ୩୧ ଜଣ କେନ୍ଦ୍ରାପଡା ଜିଲ୍ଲା,୨୦ଜଣ କେନ୍ଦୁଝରର ଆନନ୍ଦପୁରର ଏବଂ ୧୨ ଜଣ ଅନ୍ୟନ୍ୟ ଜିଲ୍ଲାର ଅଛନ୍ତି। ଏଥି ସହିତ ଭୁକମ୍ପ କାରଣରୁ ନେପାଳରେ ଫସିଥିବା ୪୫୭ଜଣଙ୍କ ଓଡିଆଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୨ଜଣ ସୁରକ୍ଷିତ ଭାବେ ଓଡ଼ିଶାରେ ପହଞ୍ଚିଥିବା ଏସଆରସି କାର୍ଯ୍ୟଳୟ ସୁତ୍ରରୁ ଜଣାପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-02-12h38m13s922.png)