‘ଘର ପାଇଁ ନେତା ମାଗୁଛନ୍ତି ୩୦ ହଜାର’ | Odisha Reporter
Advertisment
''ଘର ପାଇଁ ନେତା ମାଗୁଛନ୍ତି ୩୦ ହଜାର ଦିଅ। ପଇସା ନ ଦେଲେ ଘର ମିଳିବନି''। ଏ ମହିଳା ଜଣଙ୍କୁ ଦେଖନ୍ତୁ। ଘର ଖଣ୍ତେ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ କିଭଳି ନେହୁରା ହେଉଛନ୍ତି। ଏଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସାମନା ଦୃଶ୍ୟ।.ଶୁଣନ୍ତୁ ମହିଳା ଜଣଙ୍କ କଣ କହୁଛନ୍ତି!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us