Advertisment

ପାଣ୍ଡିଆନ ଅଛନ୍ତି ବୋଲି ଭିତରକୁ ଛାଡ଼ିଲେନି!

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟନ କଲେ ୫-ଟି ସଚିବ। ଉଦ୍‌ଘାଟନ ବେଳେ ଭିତରକୁ ଯିବାକୁ ଚାହିଁଲେ ଜନପ୍ରତିନିଧି ନାରାୟଣ। ସାଧା ପୋଷାକଧାରୀ ସୁରକ୍ଷା କର୍ମୀ ଅଟାକାଇଲେ, କହିଲେ ଅନୁମତି ନାହିଁ। ବହୁ ସମୟ ଧରି ଅପେକ୍ଷା କରି କରି ଶେଷରେ ଚାଲିଗଲେ ନାରାୟଣ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଲେ, କାହିଁକି ଯାଉଥିଲେ ସେଠାକୁ? ପାଣ୍ଡିଆନଙ୍କ ଗସ୍ତବେଳେ ଧଳା ଡ୍ରେସ୍ କୋଡକୁ ନେଇ ଚର୍ଚ୍ଚା!

author-image
Debendra Prusty

Odisha Bureaucracy Vk Pandian Odisha