Advertisment

ରାଜଧାନୀରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଅବସ୍ଥାରେ ଶିଶୁଟିକୁ କିଛଇ ପଥଚାରୀ ଦେଖି ଉଦ୍ଧାର କରିଥିଲେ। ଏହାପରେ ନବଜାତ ଶିଶୁକନ୍ୟାକୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Rakesh Mallick
ରାଜଧାନୀରୁ ନବଜାତ ଶିଶୁକନ୍ୟା ଉଦ୍ଧାର

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଅବସ୍ଥାରେ ଶିଶୁଟିକୁ କିଛଇ ପଥଚାରୀ ଦେଖି ଉଦ୍ଧାର କରିଥିଲେ।

Advertisment

ଏହାପରେ ନବଜାତ ଶିଶୁକନ୍ୟାକୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।