Advertisment

ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଯାଇଛି। 3.A 78-year-old male of Bargarh district who was also suffering from Diabetes Mellitus & Hypertension. 4.A 47-year-old female of Bhubaneswar who was also suffering from CA Breast. — […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ

corona-2.5

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଯାଇଛି।

Advertisment

Advertisment


ରାଜ୍ୟରେ ୩,୦୯,୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୯୭,୮୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୯୫୦ ଚିକିତ୍ସାଧୀନ ଅଛନ୍ତି।

ଆଗକୁ ପଢ଼ନ୍ତୁ: ପ୍ରଦୂଷଣ ରୋକିବାକୁ ନୂଆ ଆଇନ: ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍‌

Corona Death In Odisha Corona