Advertisment

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୬୪୦ ରେ ପହଞ୍ଚି ଯାଇଛି। ୧୫ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ, ଭୁବନେଶ୍ୱର ଓ କେନ୍ଦୁଝରରୁ ୨ଜଣ ଲେଖାଏ, ଅନୁଗୋଳ, ବଲାଙ୍ଗିର, କଟକର, ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ସମ୍ବଲପୁରରୁ ଜଣେ ଲେଖାଏଙ୍କର ମୃତ୍ୟୁ ହୋଇଛି। 3.A 65-year-old […]

ଅଦ୍ୟତନ ହୋଇଛି
ରାଜ୍ୟରେ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସବୁଠୁ ଅଧିକ

corona-34

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୬୪୦ ରେ ପହଞ୍ଚି ଯାଇଛି।

Advertisment

୧୫ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ, ଭୁବନେଶ୍ୱର ଓ କେନ୍ଦୁଝରରୁ ୨ଜଣ ଲେଖାଏ, ଅନୁଗୋଳ, ବଲାଙ୍ଗିର, କଟକର, ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ସମ୍ବଲପୁରରୁ ଜଣେ ଲେଖାଏଙ୍କର ମୃତ୍ୟୁ ହୋଇଛି।

https://twitter.com/HFWOdisha/status/1330395102934675456?s=20

https://twitter.com/HFWOdisha/status/1330395123247550467?s=20

https://twitter.com/HFWOdisha/status/1330395194290827267?s=20

Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe