Advertisment

ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରେ ୧୦୦ ତଳକୁ ରହିଛି ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୫୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୩ ହେଉଛି ଲୋକାଲ୍ କେସ୍‌। Covid-19 Report For 12th November New Positive Cases : 1018 In quarantine: 585 Local contacts: 433 (Details of local contacts will be shared by concerned […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରେ ୧୦୦ ତଳକୁ ରହିଛି ସଂଖ୍ୟା

coorona-07

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୫୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୩ ହେଉଛି ଲୋକାଲ୍ କେସ୍‌।

Advertisment

ସୁନ୍ଦରଗଡ଼ରେ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରେ ୮୬, ଖୋର୍ଦ୍ଧାରେ ୮୩, କଟକରେ ୭୩, ଅନୁଗୋଳରେ ୬୫ ଓ ସମ୍ବଲପୁରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଥିବା ବେଳେ ୨,୯୩,୭୪୧ ସୁସ୍ଥ ହୋଇସାରିଲେଣି। ୧୧,୭୧୫ ଜଣ ଚିକିତ୍ସିତ ହେଉଛନ୍ତି। ସେହିଭଳି କରୋନାରେ ରାଜ୍ୟରେ ଏଯାବତ୍ ୧୪୯୫ ଜଣଙ୍କ ମୃତ୍ୟୁ ହେଲାଣି।