Advertisment

ଖସୁଛି କରୋନା ଗ୍ରାଫ୍‌, ରାଜ୍ୟରେ ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୫୩  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୯ ହେଉଛି ଲୋକାଲ୍ କେସ୍‌। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି। ସେଥିରୁ ୨୯୬୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୫୬୩ ଜଣ ଆକ୍ଟିଭ୍ ଅଛନ୍ତି। Covid-19 Report For 14th November New Positive Cases: […]

author-image
Tapaswini Nayak
ଅଦ୍ୟତନ ହୋଇଛି
ପୁଣି ଖସିଲା କରୋନା ଗ୍ରାଫ୍‌; ରାଜ୍ୟରେ ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୫୩  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୪ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୯ ହେଉଛି ଲୋକାଲ୍ କେସ୍‌। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି। ସେଥିରୁ ୨୯୬୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୫୬୩ ଜଣ ଆକ୍ଟିଭ୍ ଅଛନ୍ତି।

Advertisment

Advertisment

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୭୫, ଖୋର୍ଦ୍ଧାରୁ ୭୪, ନୂଆପଡ଼ାରୁ ୬୫, କଳାହାଣ୍ଡି ଓ ଅନୁଗୋଳରୁ ୪୭ ଲେଖାଏ, କଟକରୁ ୪୧, ପୁରୀରୁ ୩୪, ବାଲେଶ୍ୱରରୁ ୩୨, ବରଗଡ଼ରୁ ୩୧, କେନ୍ଦୁଝରରୁ ୨୭, ଜଗତସିଂହପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨୬ ଲେଖାଏ, ସମ୍ବଲପୁରରୁ ୨୦ ଚିହ୍ନଟ ହୋଇଛନ୍ତି।

Corona